ତା୧ –ଇଂରାଜୀ ନୂତନ ବର୍ଷ ସନ ୨୦୨୩ ବର୍ଷ ପ୍ରବେଶ, ଶାମ୍ଭ ଦଶମୀ ଓ। ସୂଯ୍ୟଦେବଙ୍କ ପୂଳା
ତା୨- ପୁତ୍ରଦା ଏକାଦଶୀ ଓ ହଳନିଷେଧ
ତା୬-ଦେବାଭିଷେକ ପୂର୍ଣ୍ଣିମା ଓ ଚନ୍ଦ୍ରପୂଜା
ତା୭ –ମାଘ ବ୍ର୍ରତାରମ୍ଭଃ
ତା୮-ପୁଷ୍ୟା ଭିଷେକ ଓ ରାଜା ଭିଷେକ
ତା୧୪ –ଭତ୍ତରାୟଣ ମକର ସଂକ୍ରାନ୍ରି, ପୋଙ୍ଗଲା ଓ ହଳ ନିଷେଧ
ତା୨୧ –ତ୍ରିବେଣୀ ଅମାବାସ୍ୟା, ମା ବିରଜା ଦେବୀଙ୍କ ଜନ୍ମୋସ୍ସବ ଓ ଶନି ଚଳନ/, ଚନ୍ଦ୍ରକ୍ଷୟଃ ନିଶିପାଳନ, ନଷ୍ଟ ନ୍ଦ୍ରୋପବାସ, ଶରଣ ଆରମ୍ଭ ଓ ହ.ନି.
ତା୨୩ –ନେତାଜୀ ସୁବାଷ ଚନ୍ଦ୍ ବୋଷଙ୍କ ଜୟନ୍ତୀ, ଦ୍ବିତୀୟାର ଚନ୍ଦ୍ରଦର୍ଶନ ଓ ପୂଜା
ତା୨୫ –ବରଦା ଚତୁର୍ଥୀ, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପଦ୍ମମୁଖ ବେଶ ଓ ଶରଣ ଶେଷ
ତା୨୬ –ସାଧାରଣତନ୍ତ୍ର ଦିବସ, ଶ୍ରୀପଞ୍ଚମୀ, ସରସ୍ଵତୀ ପୂଜା, ବସନ୍ତୋସ୍ଥକ ଓ ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ରଥ କାଠ ଅନୁକୂଳ
ତା୨୮-ମାଘ ସପ୍ତମୀ, ଚନ୍ଦ୍ରଭାଗା ତୀର୍ଥେ ସ୍ବାନ ଓ ଭୀଷ୍ଟ୍ରାଷ୍ଟମୀ
ବିବାହ = ତା୧୫।୧୭।୧୮।୧୯।୨୨। ୨୫॥।୨୬।୨୭।୩୦।୩୧ ରିଖ |
ବ୍ରତ = ତା୨୬।୨୭ରିଖ|
ଶୁଭ ଦିନ ନିର୍ଘଣ୍ଟ ଓଡ଼ିଶା କୋହେନୂର୍ ପ୍ରେସ ପଞ୍ଜିକାର ମିଳାଇ ନିଅନ୍ତୁ