JANUARY 2023 MONTHLY RASIFALA ODIA

ଜାନୁଆରୀ ୨୦୨୩ ମାସିକ ରାଶିଫଳ

ମେଷ — କାର୍ଯ୍ୟରେ ଆଗ୍ରହତା ଘଟିବ | ପରିସ୍ଥିତି ବଦଳି ଯିବ। ଅଯଥ ହଇରାଣ ହୋଇପାରନ୍ତି । ଅବଜ୍ଞାର ପାତ୍ର ହେବେ | ଯାତ୍ରାରୁ ଆନନ୍ଦିତ ହେବେ। ଆଲୋଚନାର ସମ୍ମୁଖୀନ ହେବେ। ଭ୍ରମରେ ପଡ଼ି ଅନୁତାପ କରିବେ ମାନସିକ ଶାନ୍ତି ମିଳିବ । ଜଞ୍ଜାଳ ବଢ଼ିବାକୁ ଲାଗିବ। ଦ୍ରବ୍ୟାଦି ଲାଭ କରିପାରନ୍ତି। । ଆମାଙ୍ଗଳିକ କାର୍ଯ୍ୟରେ ମନ ଲାଗିବ। କୌଣସି କାର୍ଯ୍ୟର ସମାଧାନ ହୋଇଯିବ। ଭାତୃ ବର୍ଗରେ ଅପ୍ରିୟ ହେବେ। ପ୍ରିୟ ସମାଗମ ଘଟିପାରେ। ଦୁର୍ଘଟଣାରେ ପଡ଼ିପାରନ୍ତି । ଅଯଥା ହସ୍ତକ୍ଷେପ କରିବେ । ବିରୋଧର ସମ୍ମୁଖୀନ ହେବେ। ସୁଯୋଗ ହରାଇପାରନ୍ତି। କାର୍ଯ୍ୟ ସିଦ୍ଧି ଘଟିପାରେ। ଅପଦସ୍ତ ହୋଇପାରନ୍ତି । ପୁନରାବୂଭି ସ୍କରଣ କରିବେ। ଚାକିରୀ କ୍ଷେତ୍ରରେ ପ୍ରାଧାନ୍ୟ ହ୍ରାସ ପାଇବେ ।

ବୃଷ – ଜଳ ଭୟ ରହିଛି। ବିରୋଧର ସମ୍ମୁଖୀନ ହେବେ। ପ୍ରିୟ ବନ୍ଧୁ ହରାଇପାରନ୍ତି॥ ଗଣ୍ଡଗୋଳରୁ ଲାଭ ଉଠାଇ ନେବେ | ଅଧ୍ଯବ୍ୟବସାୟ ସଫଳ ହେବ । ଆପଣଙ୍କ ପାଇଁ ଭଲ ସୁଯୋଗ ଆସିବ। ସହଜ ସଫଳତା ପାଇବେ। ଭ୍ରମଣାଦିରୁ ଆନନ୍ଦ ମିଳିବ। ପ୍ରିୟ ସମାଗମ ଘଟିପାରେ। କାର୍ଯ୍ୟରେ ଆଗ୍ରହ ହରାଇବେ । ଅସମର୍ଥତା ବଢ଼ିବ । ହେଳା କରି ଅସୁବିଧାରେ ପଡ଼ିବେ। କର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ । ବସ୍ତ୍ରାଦି ହରାଇପାରନ୍ତି । ଦୂର ଯାତ୍ରାର ଯୋଗ ରହିଛି। କାର୍ଯ୍ୟ ସିଦ୍ଧି ଅଭିମୁଖୀ ହେବେ। ସତ୍‌ପ୍ରେରଣା ପାଇବେ ସାଧୁ ସଂଘ ମିଳିପାରେ | କାର୍ଯ୍ୟରେ ଉନ୍ନତି ଘଟିବ । ବନ୍ଧୁ ମେଳରେ ଆନନ୍ଦ ପାଇବେ । ଭୋଜନାଦିରୁ ତୃପ୍ତି ହେବେ । କୌଣସି କାର୍ଯ୍ୟରେ ଅଶାନ୍ତି ବଢ଼ିପାରେ । ପଥ ଭ୍ରଷ୍ଟ ହେବେ।।

ମିଥୁନ – ମନ ବ୍ୟାକୁଳ ରହିବ ବିଶ୍ଵାସ ହରାଇପାରନ୍ତି । ବୃଥା କାର୍ଯ୍ୟରେ ଦିନ କାଟିବେ। ମାନସିକ ଅଶାନ୍ତି ଭୋଗିବେ | ଦ୍ରବ୍ୟ ନାଶ ଯୋଗ ରହିଛି । ପରିବେଶରୁ ଚିନ୍ତା ବଢ଼ିବ । ମୋହରେ ପଡ଼ି ଅଫଦସ୍ତ ହେବେ । ଶାରିରୀକ ଅସୁସ୍ଥତା ବଢ଼ିବ । ଅଭାବ ଦୁରେଇ ଯିବ। ଭୂଷଣାଦି କ୍ରୟ କରିବେ। ଉଦର ବ୍ୟାଥା ଭୋଗିପାରନ୍ତି । କୃତ କର୍ମର ଫଳ ଭୋଗିବେ | ବିଚାର ନ କରି କାର୍ଯ୍ୟ କରିବେ ନାହିଁ । ଅପବାଦରେ ପଡ଼ିପାରନ୍ତି । ଅଯୋଚିତ ସାହାଯ୍ୟ ପାଇବେ। କାର୍ଯ୍ୟରେ ପ୍ରମାଦ ଉପ୍ଦୁଳିପାରେ । କୌଣସି କାର୍ଯ୍ୟରେ ସଫଳତାର ନିକଟବର୍ତୀ ହେବେ। ଗୂହରେ ବିବାଦ ଉପୁଜିବ| ଶିଷାକେତରେ ଅଭିଜ୍ଞତା ବଢ଼ିପାରେ | କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ |।

କର୍କଟ – ସତର୍କତା ଆବଶ୍ୟକ ହେବ। ଉଦର ବ୍ଯଥା ଭୋଗିପାରନ୍ତି । ଅପବ୍ଯୟରେ ପଡ଼ି ପାରନ୍ତି । ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ପିଲାମାନଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ବନ୍ଧୁମାନେ କାର୍ଯ୍ୟରେ ଯୋଗ ଦେବେ। ଭାତୃ ବିବାଦ ଆସିବ । ମନସ୍କତା ଅନୁଭବ କରିବେ। ବିଳାସ ପାଇଁ ଆଗ୍ରହ ଆସିବ। ପ୍ରେମରେ ପଡ଼ି ଅପଦସ୍ତ ହେବେ ଅନ୍ୟ ମନସ୍କତା ଅନୁଭବ କରିବେ । ଅବସ୍ମାରେ ପରିବର୍ଭନ ଘଟିବ । କାର୍ଯ୍ୟରେ ଉନ୍ନତି ଘଟିପାରେ |କଳହାଦିରେ ଜଡ଼ିତ ହେବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। କୌଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ସୁଯୋଗ ଉପଯୋଗ କରିବେ।  ହୋଇପାରେ |

ସିଂହ – ଗୃହରେ ବିବାଦ ଉପୁଜିବ | ଅପରିୟ ପରିସୁତିରେ ପଡ଼ିପାରନ୍ତି | ଭୟରୁ ମନ୍ଦ ଉପୁଜିବ। ଯାତ୍ରାଦିରେ ସମ୍ମିଳିତ ହେବେ। ଅଧ୍ଵକ ପରିଶ୍ରମ କରିବେ। ଚିନ୍ତାଧାରା ବଳଦି ଯିବ। ବନ୍ଧୁତା ବଢ଼ିପାରେ । ଚାପ ପ୍ରବଳ ହେବ । ଅଶାନ୍ତି ଓ ଅସନ୍ତୋଷ ବଢ଼ିବ । ପରିସ୍ଥିତି ସମ୍ଭାଳି ନେବେ । ଧନ ଲାଭ ଘଟିପାରେ | ସୁଯୋଗ ଉପଯୋଗ କରିବେ କାର୍ଯ୍ୟରେ ବିଶୃଙ୍ଖଳା ଉପୁଜିବ । ଅଶାନ୍ତି ବ୍ୟାପକ ହେବ। ସହାୟତା ପାଇବେ | ଗ୍ଦହ କାର୍ଯ୍ୟରେ ଆଗ୍ରହ ବଢ଼ିବ । ଶାନ୍ତି ହରାଇପାରନ୍ତି । କାର୍ଯ୍ୟରେ ସିଝି ଲାଭ କରିବେ | ଗୂହ ଜଞ୍ଜାଳ ବଢ଼ିଯିବ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ଧନାଦିରେ ଅଭିବୃଦ୍ଧି ଘଟିବ । ବ୍ୟବସାୟ ଫଳ ପଦ ହେବ | କାର୍ଯ୍ୟରେ ଶୂଙ୍ଖଳତା ହାସଲ କରିବେ | ମନ ବଳ ବୃଢି ଘଟିବ |

କନ୍ଯା – ବନ୍ଧୁ ଦର୍ଶନ ପାଇବେ | ସହାୟତା ସୁଲଭ ହେବ ଚାହିଁ ଚାହିଁ ହତାଶ ହେବେ। ଖଳ୍ ଲୋକ ଦ୍ଵାରା କ୍ଷତିଗ୍ରସ୍ତ ହେବେ । ପ୍ରତିକାର ପାଇଁ ଆଗ୍ରହୀ ହେବେ। ଗୁରୁଜନଙ୍କ ପାଇଁ ଚିନ୍ତା ବଢ଼଼ିବ |ଅର୍ଥଲାଭର ଯୋଜନା କରିବେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ଧର୍ମ ଭାବନାରୁ ଶାନ୍ତି । ପାଇବେ । ଶାରୀରିକ କଷ୍ଟ ପାଇବେ । ସୁଯୋଗ ଘନିଭୂତ ହେବ । ପର ପାଇଁ କାର୍ଯ୍ୟ କରିବେ।।| ଗୋପନରେ ଲାଭବାନ ହେବେ। ଚାରିଆଦଡୁ ଅସୁବିଧା ବଢ଼ିବ । ମଧ୍ଯସ୍ଥିତା କରି ଚାରିଆଡ଼ୁ କ୍ଷତିଗ୍ରସ୍ତ ହେବେ। ସ୍ଵାସ୍ଥ୍ୟ ପାଇଁ ଚିନ୍ତା କରିବେ । ଦୁଃସାହସିକ ପଦକ୍ଷେପ ନେବେ । ଦକ୍ଷତା ଓ ଅଭିଜ୍ଞତା ବଢ଼ିବ ।ଯାନ୍ତ୍ରିକ ଶିକ୍ଷାଲାଭ କରିବେ । ଚାକିରୀରେ କର୍ମତତ୍‌ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବେ

ତୁଳା – ଦୁଃଖ ବାର୍ଭା ମିଳିପାରେ । ଶାରୀରିକ ଆଘାତ ପାଇପାରିବେ । ମାନସିକ ଉତ୍ତେଜନା ଭୋଗିବେ । ଦୂର ଯାତ୍ରାରୁ ଲାଭ ପାଇବେ | ବ୍ୟୟ ବଢ଼ିବାରୁ ଅଶାନ୍ତି ବଢ଼ିବ । ଦାୟିତ୍ବରେ ପରିବର୍ଭନ ଘଟିବ। ଆଂଶିକ ସଫଳତା ପାଇବେ। ବିପଦର ଆଭାସ ପାଇବ। ପ୍ରିୟ ବ୍ଯକ୍ତି ସହ ମତାନ୍ତରା ଘଟିପାରେ । ସତର୍କତା ଅବଲମ୍ବନ କରିବେ | ନୂତନ କାର୍ଯ୍ୟରେ ଆନନ୍ଦ ପାଇବେ। ନଷ୍ଟ ଦ୍ରବ୍ୟ ହସ୍ତଗତ ହେବ । ନି୍ନଭି ବଦଳାଇବେ । ଧୈର୍ଯ୍ୟ ଦ୍ଵାରା ସଫଳତା ହାସଲ କରିବେ। ସମ୍ମାନ ହାନି ଘଟିପାରେ। ମନ ଚଞ୍ଚଳ ହେବ । ପରିବେଶ ବଦଳି ଯିବ । ସମ୍ପଦ ଲାଭ ଯୋଗ ରହିଛି। କାର୍ଯ୍ୟରେ ପାଇବେ | ବ୍ୟବସାୟରେ କ୍ଷତି ଘଟିବାର ସମ୍ଭାବନା ଅଛି | ଖେଳକୁଦ ଖୁସି ହେବ

ବିଛା – ପୂର୍ବ ସତି ଜାଗ୍ରତ ହୋଇପାରେ । ମାନସିକ ଅସନ୍ତୁଳିତ ବଢ଼ିବ । ଶରୀର ବ୍ୟଥା ଭୋଗିପାରନ୍ତି । ଅଜଣାତାର ହାନି ସହିବେ | ଦୁଃଶ୍ଚିନ୍ତାରୁ ମୁକ୍ତି ପାଇବେ। ପରିବେଶରୁ ଆନନ୍ଦ ପାଇବେ । ଧନ ହେତୁ ଶାନ୍ତି ଅନୁଭବ କରିବେ। କାର୍ଯ୍ୟ ବିଳମ୍ବିତ ହେବ। ଅଟକିଥ୍ବବା ଅର୍ଥ ମିଳିପାରେ ।ମାନସିକ ପ୍ରଫୁଲ୍ଲତା ଅନୁଭବ କରିବେ । ଆତ୍ଲୀୟଙ୍କ ଦୂର୍ବବ୍ୟହାର ଭୋଗିବେ। ନିତ୍ୟ କର୍ମରେ ଘଟିପାରେ | କାର୍ଯ୍ୟ ବିଘ୍ନ ବହୁଳ ହେବ । ଅଟକିଥୁବା ଅର୍ଥ ମିଳିପାରେ । ମାନସିକ ପ୍ରଫୁଲ୍ଲତା ଅନୁଭବ କରିବେ। ଆଡ୍ନୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ। କାର୍ଯା ବିଘ୍୍‌ନ ବହୁଳ ହେବ। ପ୍ରିୟ ବସ୍ତୁ ହରାଇପାରଡ୍ଜି । ସାମାନ୍ୟ ଲାଭ ଯୋଗ ରହିଛି । କାର୍ଯ୍ୟ ପରିସର ବାଡ଼ିବ 

ଧନୁ -ବ୍ୟୟ ବଢ଼ିବାକୁ ଲାଗିବ | କୌଣସି କାର୍ଯ୍ୟରେ ବିଚଳିତ ହୋଇପାରନ୍ତି | ପରିସ୍ଥିତି ଅନୂକୂଳ ହେବ। ବାଧା ଏଡ଼ାଇପାରିବେ । ବିବାଦ ଉପୁଜିପାରେ । କଷ୍ଟ ଭୋଗିଲେ ମଧ୍ଯ ଲାଭବାନ ହେବେ। ଗୃହ କାର୍ଯ୍ୟରେ ମନ ଦେବେ | ଶତୃ ଦ୍ଵାରା ଉପକୃତ ହେବେ । ଧନ ଲାଭ ଘଟିପାରେ । ଆୟ ଢ଼ିବ | କଷ୍ଟରୁ ମୁକ୍ତି ପାଇବେ । ସଫଳତା ପାଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । ଅଳ୍ପ କରେ ରକ୍ଷା ପାଇ ଯିବେ । ବିବାହର ସମାଧାନ ହେବ। ବିରକ୍ତି ପ୍ରକାଶ କରିବେ। ଆଘାତ ପାଇପାରନ୍ତି । ଅବହେଳାର ଶିକାର ହେବେ | କାର୍ଯ୍ୟରେ ବିଘ୍ସ ଉପୁଜିବ । କାର୍ଯ୍ୟ ପ୍ରମାଦ ଗ୍ରସ୍ତ ହେବେ। କିଛି ସ୍ଥିର କରିପାରିବେ ନାହିଁ | ବନ୍ଧୁ ସହାୟତା ମିଳିପାରେ | ଜୁଲମରେ ପଡ଼ିପାରନ୍ତି । ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ ।

ମକର– ସୁଯୋଗ ହରାଇପାରନ୍ତି। ସମାଲୋଚିତ ହେବେ। ହଠାତ୍‌ ନିର୍ଣ୍ଣୟ ନେବାକୁ ପଡ଼ିପାରେ | କୌଣସି କାର୍ଯ୍ୟରେ ଅପଦସ୍ତ ହୋଇପାରନ୍ତି । ପୂର୍ବାନୁଭୂତି ସ୍ମରଣ କରିବେ। କଳହାଦିରେ ଜଡ଼ିତ ହେବେ। ଶତ଼ୂଙ୍କର ସମ୍ମୁଖୀନ ହେବେ | ଦୁଃସମ୍ବାଦ ପାଇ ଦୁଃଖିତ ହେବେ । ଆଶଙ୍କାରେ ଦିନ ଆଶଙ୍କାରେ ଦିନ କାଟିବେ। ବସ୍ତ୍ରାଦି ଲାଭ କରିପାରନ୍ତି । କ’ଣ କରିବେ, ସେଥ୍ରପାଇଁ ଚିନ୍ତିତ ହେବେ। ବିଭେଦ ଉପୁଜିପାରେ | ବନ୍ଧୁ ମହଲରେ ସମ୍ମାନିତ ହେବେ। ଗହରେ ଅଶାନ୍ତି ଉପୁଜିବ | ସୁଯୋଗ ହହେବ। ଅବାଞ୍ଚିତ ପରିସ୍ଥିତିରେ ଯଡ଼ିପାରନ୍ତି । ହଜି ଯାଇଥୁବା ହ୍ରବ୍ୟର ସନ୍ଧାନ ମିଳିବ । କୁଟୁମ୍ବ ପାଇଁ ଚିନ୍ତା ବଢ଼ିବ । ବୁଦ୍ଧିର ଅଭାବ ଅନୁଭବ କରିବେ| ହଠାତ୍‌ ଲାଭବାନ ହେବ |

କୁମ୍ଭ– ଜଦ୍‌ବେଗରୁ ମୁକ୍ତି ମିଳିବ | ଅସୁବିଧା ଏଡ଼ାଇ ଦେଇପାରିବେ। ସଙ୍କଟ ଦୂରୀଭୂତ ହେବ | ମତଭେଦ ଜପୁଜିପାରେ | ଅବାଞ୍ଚିତ ପରିସ୍ଥିତି ଉପୁଜିବ । ହଠାତ୍‌ ବିପଦରେ ପଢ଼ିପାରନ୍ତି। ‘ ଯାତ୍ରାର ଆନନ୍ଦ ପାଇବେ | ପରିଶ୍ରମ ଅଧ୍ରକ ହେବ । ଅସ୍ଥିରତା ଅନୁଭବ କରିବେ। ବ୍ୟୟ ବଢ଼ିବାରୁ ବ୍ୟାକୁଳ ହେବେ । ଆଗ୍ରହ ହରାଇପାରତ୍ତି। ଅର୍ଥାଭାବ ଏଡ଼ାଇପାରନ୍ତି ।ସଞ୍ଚୟରେ ମନ ବଦଳିବ । ଆୟ ପନ୍ଥା ଖୋଲିପାରେ । ଭୟଭୀତ ହୋଇପାରନ୍ତି । ମନରେ ବ୍ୟାକୁଳତା ଅନୁଭବ କରିବେ । କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେଇ ଆଗକୁ ବଢ଼ିବେ | ଦୂର ଯାତ୍ରା
ସୁଫଳ ପାଇବେ | ପରିବେଶ ସୁଖକର ହେବ । ବପଦରୁ ମୁକ୍ତି ପାଇପାରନ୍ତି ।

ମୀନ – ଆକସ୍ନକ ଦୁର୍ଘଟଣା ଘଟିପାରେ | ସହକର୍ମୀଙ୍କର ସହାୟତା ଲୋଡ଼ିବେ | ଆମୋଦ ପମୋଦରେ ଦିନ କଟିବ। ସେବା ଭାବରେ ଉଦ୍‌ବୃଦ୍ଧି ହେବ। ଧର୍ମ ଭାବନାରୁ ଶାନ୍ତ ମିଳିବ | ପାରସ୍ପରିକ ବୁଝାମଣ| ବଢିବ। ଶାରୀରିକ ପ୍ରୀଢ଼ୀ ଭୋଗିବେ । ନୂତନ ବନ୍ଧତ୍ା ସୃଷ୍ଟି ହେବ । ଚିନ୍ତା ଦୂରେଇ ଯିବ । ନିର୍ମାଣ କାର୍ଯ୍ୟ ଅଗ୍ରଗତି ଦେଖାଯିବ | ଦାୟିତ୍ବରେ ପରିବର୍ତନ ଘଟିପାରେ । ଆକସ୍ମିକ ଭାବେ କ୍ଷତିଗ୍ରସ୍ତ ହେବେ । ବନ୍ଧୁ ସହାୟତା ମିଳିପାରେ | ବିଶୃଙ୍ଖଳାରୁ ମୁକ୍ତି ପାଇବେ । କର୍ମରେ ଦକ୍ଷତା ଦେଖାଇପାରିବେ | ମାନସିକ ଦୂଢ଼ତାର ବୂଦ୍ଧି ପାଇବ |

Leave a Reply