ତା୩ ପାପନାଶିନୀ ( ଆମର୍ଦକୀ) ଏକାଦଶୀ
ତା୪ ସାମାନ୍ୟ ଗୋବିନ୍ଦ ଦ୍ଵାଦଶୀ ସ୍ମାନ _
ତା୫ ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା
ତା୬ ବରାହ “ଦୋଳ, ରାଜାଗ୍ନି,ଃଳକଣା ମେଲଣ ଓ
ଚନ୍ଦ୍ରପୂଜା
ତା୮ ଦୋଳ ପୂର୍ଣ୍ଣିମା, ଶ୍ରୀ ଚୈତନ୍ୟ ଦେବଙ୍କର ॥ ଜନ୍ମୋତ୍ସବ ଓ ଶ୍ରୀ ଜୀଉଙ୍କର ରାଜବେଶ
ତା୮ ହୋଲି ଉସ୍ଥବ ଓ ସର୍ବେ -ବରାତ୍ ॥ (ପୂର୍ବରାଚତି)
ତା୧୧ ପଞ୍ଚୁଦୋଳ, ୧୩- ସ୍ବନ୍ଧ ଷଷ୍ଠୀ
ତା୧୪ ତାରାତାରେଣୀ ଯାତ୍ରା ଓ ମାସାନ୍ତ
ତା୧୫ ମୀନ ସଂକ୍ରାନ୍ତ ଓ ହ.ନି., ୧୬- ଦଶ ଦୋଳା
¦ ତା୧୭ ଶରଣ ଆରମ୍ଭ
ତା୧୮ ପାପମୋଚନୀ ଏକାଦଶୀ ଓ ହଳ ନିଷେଧ
ତା୧୯ ବାଭଣୀ ସ୍ନାନ
ତା ୨ ୦ ସୁହୀ ଚତୁର୍ଦ୍ଦଶୀ, ଶିବତୁର୍ଦ୍ଦଶୀ ଉପବାସ ଓ ବେଢ଼ା
ତା ୨୧ ମଧୁ ଅମାବାସ୍ୟା, ଚନ୍ଦ୍ରଷୟ, ନିଶିପାଳନ, ନଷ୍ଟ ଚନ୍ଦ୍ରୋପବାସ, ଶରଣ ଶେଷ ଓ ହ.ନି,
ତା୨୨ ସୃଷ୍ଟ୍ୟାରମ୍ଭ ଦିବସ, ତେଲୁଗୁ ନୂତନ ବର୍ଷ, ସମ୍ବତ ୨୦୮୦ ପ୍ରବେଶ ଓ ବାସନ୍ତୀକ ଶ୍ରୀ। ଦୁର୍ଗାଦେବ୍ୟାଃ ନବଦିନାତ୍କକ ପୂଜାରମ୍ଭଃ
୨୩ ଦ୍ବିତୀୟାର ଚନ୍ଦ୍ରଦର୍ଶିନ ଓ ରାଷ୍ଟ୍ରୀୟ ନବବର୍ଷ ଆରମ୍ଭ
ତା୨୪ ରମଜାନ ମାସ ଆରମ୍ଭ
ତା୨ ୬ ବାସନ୍ତୀକ ଶ୍ରୀଦୁର୍ଗାଦେବ୍ୟାଃ ବିଲ୍ ବରଣ
ତା୨୭ ବାସନ୍ତୀକ ଶ୍ରୀଦୂର୍ଗାଦେବ୍ୟାଃ ସପ୍ତମୀ ପୂଜା ଓ ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା
ତା୨୮ ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ପ୍ରତିଷ୍ଷ୍ଠା ଓ ବାସନ୍ତୀକ ଶ୍ରୀଦୂର୍ଗାଦେବ୍ୟାଃ ମହାଷ୍ଟମୀ ପୂଜା
ତା୨ ୯ ଅଶୋକାଷ୍ଟମୀ, ଶରୀ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥଯାତ୍ରା, ବାସନ୍ତୀକ ଶ୍ରୀଦୁଗଦେବ୍ୟାଃ
ମହାନବମା ପୂଜା ଓ ଶ୍ରାମନ୍ଦିରେ ଜେଭଟ ଭୋଗ
ତା୩୦ ଶ୍ରୀର।ମ ନବମୀ ଓ ବାସନ୍ତୀକ ଶ୍ରୀଦୂର୍ଗାଦେବ୍ୟାଃ ବିଶ୍ରାମ
ତା୩୧ ବାସନ୍ତୀକ ଦଶହରା ଓ ଶ୍ରୀମନ୍ଦିରେ ଯଜ୍ଞ ରକ୍ଷା
ବିବାହ – ତା୧|୮।୮୯।୧୧ରିଖ
ବ୍ରତ – ତା୯ ରିଖ
ଶୁଭ ଦିନ ନିର୍ଘଣ୍ଟ ଓଡ଼ିଶା କୋହେନୂର୍ ପ୍ରେସ ପଞ୍ଜିକାର ମିଳାଇ ନିଅନ୍ତୁ
Kohinoor Calendar is an Odia most popular calendar and panjika in Odisha because this calendar used in many parts of Odisha.
Pandit Sri Krushna Prasad Khadiratna has created and counted the Kohinoor Calendar 2023, which has been used in the Sri Sri Jagannath temple for the past 88 years. The data used to create this calendar was sourced from the Kohinoor Press Panjika.